ଏମିତି ଅଜବ ଗଜବ ଆଉ ରୋଚକ କଥା, ଯାହା ବିସୟରେ ଜାଣିବା ଜରୁରୀ ଅଟେ। ଗୋଟେ ଥର ନିଶ୍ଚିତ ପଢନ୍ତୁ।

ଆପଣମାନେ ହୁଏ ତ ଜାଣିନଥିବେ, ଚାଲନ୍ତୁ ଜାଣିବା କିଛି ବିଚିତ୍ର କଥା, ଯାହା ସମ୍ପୂର୍ଣ ଭାବେ ସତ୍ୟ ଅଟେ।

1. କଣ ଆପଣ ଜାଣିଛନ୍ତି, ଗରମ ପାଣି ଥଣ୍ଡା ପାଣି ଠୁ ଅଧିକ ଓଜନ ଥାଏ???

2. ଏହି କଥା ଜାଣି କି ବିଶ୍ୱାସ କରିବେନି, କି ଝୀଂଟିକା କା ର ରକ୍ତ ଧଳା ରଙ୍ଗ ର ହେଇଥାଏ।

3. ଆମ ଦେଶ ଭାରତ ରେ ଅନ୍ୟ ଦେଶ ଅପେକ୍ଷାରେ ଅଧିକ କ୍ଷୀର ଉତ୍ପାଦନ ହେଇଥାଏ।

4. ଗୋଟେ ଗେଣ୍ଡା 3 ବର୍ଷ ଯାଏ ସୋଇପାରେ, ଏହି କଥା ରେ ବିଶ୍ୱାସ କରିବା କଷ୍ଟ, ମାତ୍ର ଏହା ସତ କଥା।

5. ଗୋଟେ research ରୁ ଜଣ ପଡିଚି, ଯଦି ଆପଣ ଚେତା ଥାଇ ବି ନିଜ କଳ୍ପନା ରେ କାହାକୁ ଦେଖନ୍ତି ତ ଆପଣ ତାଙ୍କୁ ବହୁତ ମନେ ପକାନ୍ତି।

Leave a Reply