ଦୁନିଆ ର 10 ଟି କଥା,ଯାହା ସମ୍ପୂର୍ଣ ଭାବେ ସତ, କଣ ଆପଣ ଜାଣିଛନ୍ତି??

କିଛି ଅଜବ ଗଜବ କଥା, ଯାହା ଆପଣ ମାନେ ହୁଏ ତା ଜାଣି ନଥିବେ। ଚାଲନ୍ତୁ ଜାଣିବା କିଛି fact କଥା।

1. ଚିନି କୁ ଯଦି ଆପଣ ମାଡ଼ ବାଜିଥିବା ସ୍ଥାନ ରେ ଲଗେଇବେ, ଯନ୍ତ୍ରଣା ସାଙ୍ଗେ ସାଙ୍ଗେ କମିଯିବ।

2. ଅଧିକ ରୁ ଅଧିକ tension ନେଲେ, ମଣିଷ ର ମସ୍ତିକ କିଛି ସମୟ ଯାଏ ବନ୍ଦ ହେଇପାରେ।

3. 92% ଲୋକମାନେ ଖାଲି ରେ ହିଁ ହସିଦିଅନ୍ତି, ତାଙ୍କୁ ଅନ୍ୟ ର କଥା ବୁଝା ନପଡିଲେ ବି।

4. ବତକ ମନେ ନିଜର ମସ୍ତିକ ର ଅଧା ଭାଗକୁ ଶୁଆଇ ଦେଇ ପାରନ୍ତି ଆଉ ତାଙ୍କ ଆଉ ଅଧା ମସ୍ତିକ କାମ କରେ।

5. ଏହି ଦୁନିଆ ର କୌଣସି ପ୍ରାଣୀ ନିଜର ନିଶ୍ୱାସ କୁ ରଖି କି ଆତ୍ମହତ୍ୟା କରି ପାରିବନି।

6. ଗୋଟେ research ଅନୁସାରେ ବୁଦ୍ଧିମାନ ବ୍ୟକ୍ତି ଅଧିକାଂଶ ସମୟ ନିଜ ସହ ହି କଥା ହେଇଥାଏ।

7. ସକାଳୁ ଯଦି ଗରମ ଚାହା ବଦଳରେ , ଗୋଟେ ଗିଲାସ ଥଣ୍ଡା ପାଣି ପିଇ ଲେ, ନିଦ ଜଲ୍ଦି ଭାଙ୍ଗେ।

8. Socks ପିନ୍ଧି କି ସୋଇଥିବା ବ୍ୟକ୍ତି , ରାତିରେ ବହୁତ କମ ଥର ଉଠେ ଅଥବା ଗୋଟେ ଥର ବି ଉଠେନି।

9. Facebook ର ମାଲିକ ପାଖରେ କୌଣସି degree ନାହିଁ।

10. ଆପଣ ମାନଙ୍କ ମସ୍ତିକ କୌଣସି ଦୃଶ୍ୟ ଆପେ ଆପେ ତିଆରି କରି ପାରେନି, ଆପଣ ମାନେ ସ୍ବପ୍ନ ରେ ଯାହାକୁ ବି ଦେଖନ୍ତି, ଜୀବନ ରେ କେବେ ନ କେବେ ତାକୁ ଦେଖିଥିବେ ନିଶ୍ଚୟ।

Leave a Reply