ପୃଥିବି ପୃଷ୍ଟ ରେ ମଣିଷ ମାନଙ୍କ ଅସ୍ତିତ୍ବ କୁ ନଷ୍ଟ କରିବାର କ୍ଷମତା ଏହି ଭୟଙ୍କର ଯିବ ମାନଙ୍କ ପାଖରେ ଥିଲା।

ଆପଣମାନେ zoo କୁ ଯାଇଥିବେ, ସେଠି ଦେଖିଥିବେ କିଛି ଭୟଙ୍କର ଯିବ। ଯେଉଁମାନେ ମଣିଷ କୁ ମାରି ପାରନ୍ତି ସହଜ ରେ। ମାତ୍ର ବହୁତ ବର୍ଷ ପୂର୍ବେ ଆମ କଳ୍ପନା ରୁ ବି ଅଧିକ ଭୟାନକ ଯିବ ଥିଲେ ଆମ ପୃଥିବି ରେ। ଚାଲନ୍ତୁ ଜାଣିବା ଏହି ଯିବ ମାନଙ୍କ ବିଷୟରେ।

1. Sarkosukus:

ଏହି ଯିବ ଦେଖିବାକୁ କୁମ୍ଭୀର ଭଳି ଦେଖା ଯାଉଥିଲା, ମାତ୍ର ବୈଜ୍ଞାନିକ ଙ୍କ ଅନୁସାରେ ଏହା 12 ମିଟର ଲମ୍ବା ଆଉ ଓଜନ ପ୍ରାୟ 10 ଟନ ଥିଲା। ଶୋଧ ରୁ ଜଣାପଡିଛି ଯେ ଏହି ଯିବ ର ମୁଣ୍ଡ ଗୋଟେ ମଣିଷ ଶରୀର ଭଳି ବଡ ଥିଲା।

 

ଏହି ଯିବ ର ଅବଶେଷ ଦେଖନ୍ତୁ, ଦେଖିକି ଆପଣମାନଙ୍କୁ ଧାରଣା ହେଇଯିବ ଯେ ସେ କେତେ ବଡ଼ ଥିବ।

2. Dinosaur bird:

ଏହି ପକ୍ଷୀ ostrich bird ର ପୂର୍ବଜ ଥିଲେ, ଆକାର 10 ଫୁଟ ଥିଲା। ଏହି ପକ୍ଷୀ ଗୋଟେ କୁକୁର ଆକାର ର ଯିବ କୁ ବି ଗୋଟେ ଥର ରେ ଗିଳି ଦେବାରେ ସକ୍ଷମ ଥିଲା।

3. Titanoboa snake:

ଏହା ଏକ ବିଶାଳ ସାପ ଥିଲା, ଆକାର 45 ଫୁଟ ଲମ୍ବା ଆଉ ଓଜନ 1 ଟନ ଥିଲା। ଏହି ସାପ ତାର ଶିକାର କୁ ଗୋଟେ ଥରରେ ଖାଇ ଦଉଥିଲା।

ଏହି ସାପ ର ଅବଶେଷ ରୁ ଜଣା ପଡ଼ୁଚି, ଏହା ଏକ ବିଶାଳ କାୟ ସାପ ଥିଲା।

Leave a Reply