କିଛି ରହସ୍ୟମୟ କଥା , ଯାହା ଉପରେ ବିଶ୍ୱାସ କରିବା ସହଜ ନୁହଁ। ଜାଣନ୍ତୁ କିଛି କଥା , ଯାହା ପୁରା ସତ୍ୟ।
1. Vatican city ଦୁନିଆ ର ସବୁଠୁ ଛୋଟ ଦେଶ ଅଟେ, ଏହା 0.2 ବର୍ଗ ମିଲ ଆଉ ଜନସଂଖ୍ୟା 770 ଥିବା ଦେଶ। ମାତ୍ର ଏହି ଦେଶରେ ରହୁଥିବା ଲୋକେ ଏଠିକାର ନାଗରିକ ନୁହନ୍ତି।
2. ବିଲେଇ ଗୋଟେ ଏମିତି ଏକ ଯିବ ଯିଏ, ତା ଜୀବନ କାଳ ରେ 65% ସୋଇ ଥାଏ।
3. ଗୋଟେ ମଶା ଖାଲି 24 ଘଣ୍ଟା ଯାଏ ବଞ୍ଚିଥାଏ। ଏହି ମଶା ମନେ ନୀଳ ରଙ୍ଗ ପ୍ରତି ଅଧିକ ଅକର୍ଷ ହେଇଥାନ୍ତି।
4. ସବୁ ମଣିଷ ର ଜନ୍ମ ସମୟରେ ତା ଶରୀର ରେ 300 ଟି ହାଡ ଥାଏ ମାତ୍ର ବଡ ହେଲେ ଧୀରେ ଧୀରେ ହାଡ ସଂଖ୍ୟା କମି 206 ହେଇଯାଏ।
5. ନେପାଳ ବିଶ୍ୱ ର ଏମିତି ଏକ ଦେଶ , ଯିଏ କେବେ ବି କାହାର ଗୁଲାମ ହେଇ ନାହିଁ।
6. ଆମ ପୃଥିବି ର ଗୁରୁତ୍ୟାକର୍ଷଣ ବଳ ଯୋଗୁ ପର୍ବତ ର ଉଚତା 15000 ମିଟର ରୁ ଅଧିକ ହେଇ ପାରିବନି।
7. Neil armstrong ପ୍ରଥମେ ନିଜ ବାମ ଗୋଡ ଚନ୍ଦ୍ର ପୃଷ୍ଟ ରେ ରଖିଥିଲେ, ସେ ସମୟରେ ତାଙ୍କ ହୃଦୟ ର ସ୍ପନ୍ଦନଂ 156 ପ୍ରତି ମିନଟ ଥିଲା।
8. ଝିଟିପିଟି ର ହୃଦୟ 1 ମିନଟ ରେ ସ୍ପନ୍ଦନ 1000 ଥର ହେଇଥାଏ।
9. ମଣିଷ ର ହୃଦୟ ର ସ୍ପନ୍ଦନ ଗୋଟେ ଦିନ ରେ 100000 ଥର ହେଇଥାଏ।
10. ଅଧିକାଂଶ ବିଜ୍ଞାପନ ରେ ଘଣ୍ଟା ରେ 10 ବାଜି 10 ମିନଟ ର ସମୟ ଦେଖା ଯାଇଥାଏ।