ଏହି ବର୍ଷ ଦେଖିବାକୁ ମିଳିବ ନୂଆ 5 ଜଣ ସୁନ୍ଦର ଅଭିନେତ୍ରୀ, ଦେଖନ୍ତୁ କିଛି ସୁନ୍ଦର photos…

ଆପଣ ମାନେ ବହୁତ ଥର kids ଅଭିନେତ୍ରୀ ମାନଙ୍କ ବିଷୟରେ ପଢିଥିବେ, ଆଜି ଆମେ ଏମିତି ହିଁ 5 ଜଣ ସୁନ୍ଦର actrees ଙ୍କ ନାମ କହିବାକୁ ଯାଉଛୁ।

ସାରା ଅଲି ଖାଁ:

ସେଫ ଅଲି ଖାଁ ଙ୍କ ଏହି ସୁନ୍ଦର ଝିଅ ଏହି ବର୍ଷ କେଦାରନାଥ movie ରେ ଦେଖିବାକୁ ମିଳିବେ।

ଜହ୍ନବି କପୂର:


ଶ୍ରୀଦେବୀ ଙ୍କ ଝିଅ ଏହି ବର୍ଷ ହି ପରଦା କୁ ଆସିବ, movie ର ନାମ ଧଡକ।

ବନିତା ସନ୍ଧୁ:


Model ବନିତା ସନ୍ଧୁ ଙ୍କ movie october ରେ ପରଦା କୁ ଆସିବ, ଏହି movie ରେ ବରୁଣ ଧବ୍ବାନ ବି ଅଛନ୍ତି।

ବାରିନା ହୁସେନ:


ସଲମାନ ଖାଁ ନିଜେ ହିଁ twitter ରେ ଏହି ସୁନ୍ଦରୀ actress ଙ୍କ ନାମ କହିଥିଲେ, ଏହି ବର୍ଷ ଦେଖିବାକୁ ମିଳିବ।

ଅନନ୍ୟା ପାଣ୍ଡେ:


ଚଙ୍କି ପାଣ୍ଡେ ଙ୍କ ଝିଅ ବି ଏହି ବର୍ଷ movie ରେ କାମ କରିପାରନ୍ତି, student of the year 2 ରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *